ସମ୍ବଲପୁର କଲେଜ ଛାତ୍ରୀ ବଳାକାôର ଓ ଏମଏମଏସ ମାମଲା : ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

38

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁର କଲେଜ ଛାତ୍ରୀ ବଳାକାôର ଓ ଏମଏମଏସ ମାମଲାରେ ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ସମ୍ବଲପୁର ଜିଲ୍ଲା ଓ ଦୈûରାଜଜଙ୍କ କୋର୍ଟ । ୨୦୧୪ ଜୁଲାଇ ୨୨ ରେ ଘଟିଥିଲା ଏହି ଚର୍ଚ୍ଚିତ ଘଟଣା ।