ମେଧାବୀଙ୍କୁ ସମ୍ବର୍ଦ୍ଧନା ! ମାଟ୍ରିକ ପରୀକ୍ଷାରେ ଏ-ୱାନ୍ ଗ୍ରେଡ ପାଇଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବାଦର ସମ୍ମାନ

59

କନକ ବ୍ୟୁରୋ: ସମ୍ବାଦ ପକ୍ଷରୁ ଆଜି ୩ଟି ଜିଲ୍ଲାର ମାଟ୍ରିକରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ହୋଟେଲ ସ୍ୱସ୍ତି ପ୍ରମିୟମରେ ଆୟୋଜିତ ଏହି ମାଟ୍ରିକ ଚାମ୍ପିୟନ ସମ୍ବର୍ଦ୍ଧନା ସଭାରେ ଏ-୧ ଗ୍ରେଡ ପାଇଥିବା ପୁରୀ, ନୟାଗଡ ଓ ଖୋର୍ଦ୍ଧାର ୩୭୦ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି ଏହି ଉତ୍ସବ । ଉତ୍ସବରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଯୋଗଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-