ମିଡିଆକୁ ସଲମାନଙ୍କ ଜବାବ

3

salman khanମିଡିଆକୁ ଜବାବ ଦେଲେ ଦବଙ୍ଗ ଖାନ ସଲମାନ । ବାହାଘର ଖବର ପାଇଁ ବାରମ୍ବାର ପ୍ରଶ୍ନ କରାଯାଉଥିବାରୁ ଏବେ ମିଡିଆକୁ ନିଜ ଜବାବ ଦେଇଛନ୍ତି ସଲମାନ। ବାହାଘର ପାଇଁ କୌଣସି ନିଷ୍ପତି ନେଲେ ସେ ଟୁଇଟ କରି ଜଣାଇବେ ବୋଲି କହିଛନ୍ତି । ସେପର୍ଯ୍ୟନ୍ତ ତାଙ୍କୁ କିମ୍ବା ଖାନ ପରିବାରକୁ ଏସମ୍ବନ୍ଧରେ କୌଣସି ପ୍ରଶ୍ନ ପଚରା ନଯାଉ ବୋଲି ସଲମାନ କରିଛନ୍ତି ।

ପୂର୍ବରୁ ଏକାଧିକ ସୁନ୍ଦରୀଙ୍କ ସହ ସଲମାନଙ୍କ ବିବାହ ଖବର ଯୋଡା ଯାଇଛି । ଏବେ ବିଦେଶୀ ସୁନ୍ଦରୀ ଲୁଲିଆ ବାଂତୁରଙ୍କୁ ସହ ସଲମାନଙ୍କ ବାହାଘର ଖବର ଖୁବ ଚର୍ଚ୍ଚା ଧରିଛି । ନିକଟରେ ପ୍ରୀତି ଜିଟାଂଙ୍କ ରିସେପସନ ପାର୍ଟିରେ ଏମାନଙ୍କୁ ଏକାଠି ଦେଖାଯିବା ପରେ ସଲମାନଙ୍କୁ ଏକାଧିକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଛି ।

ଏହା ସହ ସୁନ୍ଦରୀଙ୍କ ଫର୍ଦ୍ଦରେ ଆଉ ଜଣେ ଓଡ଼ିଆ ଝିଅ

Comments are closed.