ହିଲାରୀଙ୍କê ଟ୍ୱିଟରରେ ଶୁଭକାମନା ଦେଲେ ସଲମାନ 

33

ଅଭିନେତା ସଲମାନ ଖାନ ଟ୍ୱିଟକୁ ନେଇ ଖାସ୍ ଚର୍ଚ୍ଚା । ଆମେରିକା ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରେଟିକ ସଭ୍ୟ ପ୍ରାର୍ଥୀ ହିଲାରୀ କ୍ଲିଂଟନଙ୍କ ପାଇଁ ଟ୍ୱିଟରରେ ଦେଇଛନ୍ତି ଶୁଭକାମନା । ‘ ଆଶା କରୁଛୁ ଆପଣ ଜିତିବେ ’ । ଈଶ୍ୱର ଆପଣକୁ ସମ୍ବିଧାନ ଓ ମାନବିକ ମୂଲ୍ୟଗୁଡିକୁ ପାଳନ ପାଇଁ ଶକ୍ତି ଦିଅନ୍ତୁ । ”