ଭାଇଜାନଙ୍କ ଭାଗ୍ୟ ଖରାପ ! ପ୍ରେମିକା ଲୁଲିଆଙ୍କ ସହ ସଂପର୍କରେ ଆସିଲା ଫାଟ

0

ପୁଣି ଭାଇଜାନ ସଲମାନ ଖାନଙ୍କ ସଂପର୍କରେ ଫାଟ । ସୁଲତାନଙ୍କ ଠାରୁ ଦୂରେଇ ଯାଇପାରନ୍ତି ପ୍ରେମିକା ଲୁଲିଆ ବଂତୁର୍ । ପ୍ରେମଋତୁ ପରେ ଏବେ ଆରମ୍ଭ ହୋଇଯାଇଛି ବିଛେଦଋତୁ ।

ଖବର ଅନୁସାରେ ସଲମାନଙ୍କ ‘ଦବଙ୍ଗ୍ ଟୁର’ରେ ଲୁଲିଆ ଗୀତ ବୋଲିବାକୁ ଚାହୁଁଥିଲେ । କିନ୍ତୁ ସଲମାନ୍ ମନା କରିବାରୁ ଉଭୟଙ୍କ ମଧ୍ୟରେ ଖୁବ୍ ଜୋରରେ ଝଗଡା ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଲୁଲିଆ ସ୍ଥାନ ଛାଡି ପଳାଇଥିଲେ ।

ସଲମାନଙ୍କ ଏହି ‘ଦବଙ୍ଗ୍ ଟୁର’ରେ ତାଙ୍କ ମା’ , ଭଉଣୀ ଅର୍ପିତା ଏବଂ ତାଙ୍କ ସ୍ୱାମୀ ଆୟୁଷ ଶର୍ମାଙ୍କ ସହ ବିପାଶା ବସୁ ଏବଂ ଡେଜି ଶାହା ଥିଲେ ।

Comments are closed.