ଆହିଲଙ୍କୁ ସଲମାନଙ୍କ ବିଏମଡବ୍ଲ୍ୟୁ ଗିଫ୍ଟ

32

ଏଇ କିଛି ଦିନ ହେବ ସଲମାନଙ୍କ ପାଦ ଆଉ ତଳେ ଲାଗୁନାହିଁ । କାହିିଁକି ନା ସଲମାନ ମାମୁଁ ବନିଯାଇଛନ୍ତି । ମାର୍ଚ୍ଚ ୩୦ରେ ସଲମାନଙ୍କ ଭଉଣୀ ଅର୍ପିତା ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଯାହାକୁ ନେଇ ଏବେ ପୁରା ଖାନ୍ ପରିବାରେ ଜସନ୍ ମନାଇବାରେ ଲାଗିପଡିଛନ୍ତି । ଖାନ୍ ପରିବାରକୁ ଆସିଥିବା ନୂଆ ମେମ୍ବର ସାହିଲଙ୍କୁ ସଲମାନ ଏକ ବିଏମଡବ୍ଲ୍ୟୁ କାର ଦେଇ ସ୍ୱାଗତ କରିଛନ୍ତି । ସଲମାନ ଖାନଙ୍କ ସିଷ୍ଟର ମାନେ ଅର୍ପିତା ଖାନ ଓ ଆୟୁଷ ଶର୍ମା ଏଇ କିଛିଦିନ ହେବ ବେଶ ଖୁସି ମନାଉଛନ୍ତି  । ଡାଡି ବନି ବହୁତ ଖୁସ ଅଛନ୍ତି ଆୟୁଷ ଶର୍ମା ।ଏହି ଅବସରରେ ଆୟୁଷ ଆହିଲ ସହ ଏକ ଫଟୋ  ଇନଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ଆହିଲ ଆୟୁଷଙ୍କୁ ପାଉଟ କରିବା ଶିଖାଉଥିବାର ନଜର ଆସିଛି ।