ଦୀପିକା-ସଲମାନ ଏକାଠି

19

ଡିମ୍ପଲ୍ ଗର୍ଲ ଦୀପିକା ପାଦୁକୋନ ଓ ଦବଙ୍ଗ ବୟ ସଲମାନ୍ଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର ।ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ସଲମାନ ଆଣ୍ଡ ଦୀପିକା ।ସଲମାନ୍ ସୁଲତାନ ପରେ କବୀର ଖାନଙ୍କ ଫିଲ୍ମ ସାଇନ କରିଛନ୍ତି । ଆଉ ଏଥିରେ ସଲମାନଙ୍କ ଅପୋଜିଟରେ ଦୀପିକା ସାଇନ କରିଥିବା ନେଇ ଚର୍ଚ୍ଚା ହେଉଛି । ଫିଲ୍ମଟି ,ଏକ ଆକ୍ସନ ଥ୍ରିଲର ଫିଲ୍ମ ହେବ ।କିଛି ଦିନ ପୂର୍ବରୁ ସଲମାନଙ୍କ ସହ ଫିଲ୍ମ କରିବାକୁ ଇଚ୍ଛା ଜାହିର କରିଥିଲେ ଦୀପିକା ।