ରିଓ ଅଲିମ୍ପିକ୍ସରେ ସାକ୍ଷୀଙ୍କ ସଫଳତା ପରେ ସାରା ଦେଶରୁ ଶୁଭେଚ୍ଛାର ସୁଅ

28

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସରେ ସାକ୍ଷୀଙ୍କ ସଫଳତା ପରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ସଫଳତା ପାଇଁ ବେଶ ଖୁସି ଅଛନ୍ତି ସାକ୍ଷୀଙ୍କ ପରିବାର ଓ ସମ୍ପର୍କୀୟ। ସେହିପରି ନିଜ ରାଜ୍ୟ ହରିୟାଣାରେ ସାକ୍ଷୀଙ୍କ ପାଇଁ ବିଶେଷ ଉତ୍ସବର ଆୟୋଜନ କରାଯାଇଛି।