କରୀନାଙ୍କ କୁନିପୁଅ : ବିବାଦରେ ନାଁ

28

କରୀନା-ସୈଫ ଅଲ୍ଲୀ ଖାନଙ୍କ ପୁତ୍ରସନ୍ତାନ ଜନ୍ମ ହୋଇଛି ଡିସେମ୍ବର ୨୦ରେ । ଏନେଇ ସୈଫଙ୍କ ପରିବାର ସହ ପ୍ରଶଂସଙ୍କ ଗହଣରେ ଖୁସିର ମାହୋଲ । ହେଲେ ଏହି ନବଜାତ ଶିଶୁ ପୁତ୍ରର ନାମକରଣକୁ ନେଇ ବିବାଦ ଦେଖାଦେଇଛି । ପୁଅର ନାଁ ରଖାଯାଇଛି ତୈମୁର ଅଲ୍ଲୀଖାଁ ପଟୈାଦୀ । ଏହିଭଳି ଏକ ଐତିହାସିକ ନାଁ ରଖାଯାଇଥିବାରୁ ସୋସିଆଲରେ ବି ବିବାଦ ଜୋର ଧରିଛି ।
ଅଧିକ ତଥ୍ୟ ପାଇଁ ଦେଖନ୍ତୁ ଏହି ଭିଡିଓ-