ଦେଶ ପାଳୁଛି ୫୭ ତମ ସହିଦ ଦିବସ : ସହିଦଙ୍କ ସ୍ମୃତିରେ ଦେଶରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଂଜଳି

33

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଦେଶ ପାଳୁଛି ୫୭ ତମ ବୀର ଯବାନଙ୍କ ସହିଦ ଦିବସ । ଦେଶର ବିଭିନ୍ନ ସ୍ଥାନରେ ସହିଦଙ୍କ ସ୍ମୃତିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । କଟକରେ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଂଜଳି ଜଣାଇ କମିସନରେଟ ପୁଲିସ ପକ୍ଷରୁ ପୁଲିସ ମୁଖ୍ୟାଳୟ ପଡିଆରେ ପରେଡ କରାଯାଇଛି । ପୁଲିସ ମହାନିର୍ଦେଶକ କେ.ବି.ସିଂହ ଉପସ୍ଥିତ ହୋଇ ସହିଦଙ୍କୁ ସଲାମ ଜଣାଇଛନ୍ତି ।