ଶାହାରୁଖଙ୍କ ବାଥରୁମରେ ମଡେଲଙ୍କ ସହ ଗାଧୋଇଲା ବେଳର ଭିଡିଓ ଭାଇରାଲ

28

ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ସିନେମା ‘ଡିୟର ଜିନ୍ଦେଗୀ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ଦର୍ଶକଙ୍କ ହୃଦୟ ମଧ୍ୟ ଜିତିବାରେ ସଫଳ ହୋଇ ପାରିିଛି । ଏହାସହ ନିକଟରେ ଶାହାରୁଖଙ୍କ ଏକ ଭିଡିଓ ଖୁବ ଭାଇରାଲ ହୋଇ ଚର୍ଚ୍ଚାରେ ଅଛନ୍ତି ସେ ।

ସିନେମା ପରି ତାଙ୍କର ଏହି ଭିଡିଓ ମଧ୍ୟ ଦର୍ଶକ ମହଲରେ ବହୁତ ଧମାଲ ମଚାଇଚି । ଏଇ ଭିଡିଓରେ ଶାହାରୁଖ ଏକ ମଡେଲକୁ ବାଥରୁମରେ ଗାଧୋଇଲାବେଳେ ଦେଖନ୍ତି ଓ ସେ ତାପରେ ମଧ୍ୟ ବାଥରୁମ ଭିତିରକୁ ପଶି ଯାଆନ୍ତି । ଏହା ପରେ ଯାହା ବି ହେଉଛି ଆପଣ ନିଜେ ଭିଡିଓରେ ଦେଖିପାରିବେ ।

ସୂଚନା ଅନୁସାରେ ଏହି ଭିଡିଓ ଏକ ଆୱାର୍ଡ ସୋର ପ୍ରମୋ ଯାହାକୁ ଶାହାରୁଖଙ୍କ ସହ ସୁଟ କରା ଯାଇଥିଲା । ଏହି ଭିଡିଓଟି ୨୦୧୫ରେ ବୋଲି ଜଣା ପଡିଛି । କିନ୍ତୁ ଏହି ଭିଡିଓକୁ ଏବେ ୟୁଟ୍ୟୁବରେ ଦର୍ଶକଙ୍କ ବହୁତ ପସନ୍ତ କରୁଛନ୍ତି ।

ଦେଖନ୍ତୁ ଏହି ଭିଡିଓ :