ରିଲିଜ ହୋଇଛି ଅପକମିଙ୍ଗ ବାୟୋପିକ ସଚିନ ଏ ବିଲିୟନ ଡ୍ରିମ୍ସର ପ୍ରଥମ ଟିଜର

25

ରିଲିଜ ହୋଇଛି ଅପକମିଙ୍ଗ ବାୟୋପିକ ସଚିନ ଏ ବିଲିୟନ ଡ୍ରିମ୍ସର ପ୍ରଥମ ଟିଜର  । ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜୀବନିକୁ ନେଇ ପ୍ରସ୍ତୁତ ହୋଇଛି ଏହି ବାୟୋପିକ ।  ଟିଜରରେ ସଚିନଙ୍କ ଝଲକ ଦେଖିବାକୁ ମିଳିିଛି । କ୍ରିକେଟର ଗଡ୍ ଭାବେ ପରିଚିତ ସଚିନଙ୍କ ଆତ୍ମଜୀବନୀ ଏବେ ବିଗସ୍କ୍ରିନରେ ଦେଖିବାକୁ ମିଳିବ । ତେବେ ଏହି ଟିଜରରେ ସଚିନଙ୍କ ପିଲା ଦିନ ଠାରୁ ଆରମ୍ଭ କରି କ୍ରିକେଟ ମଇଦାନର ଯାତ୍ରାକୁ ସ୍ଥାନ ଦିଆଯାଇଛି । ଫିଲ୍ମ ପ୍ରଡକ୍ସନ କମ୍ପାନୀ ଟୁ ହଂଡ୍ରେଡ୍ ଓ  ହଲିଉଡ ନିର୍ଦେଶକ ଏକ୍ସିନ ମିଳିତ ପ୍ରଯୋଜନାରେ ଏହା ପ୍ରସ୍ତୁତ ହୋଇଛି । ଫିଲ୍ମର ପ୍ରଯୋଜନା ସହ ଏହାର ନିଦେ୍ର୍ଦଶନା ମଧ୍ୟ ଦେଇଛନ୍ତି ଏକ୍ସିନ ।