ରିଲିଜ୍ ହେଲା ସବ୍ୟସାଚୀଙ୍କ ପ୍ରଥମ ତେଲୁଗୁ ଫିଲ୍ମ ‘ନୀରଜାନାମ’ର ଟ୍ରେଲର୍

31

ରିଲିଜ୍ ହୋଇଛି ସବ୍ୟସାଚୀ ମିଶ୍ରଙ୍କ ପ୍ରଥମ ତେଲୁଗୁ ଫିଲ୍ମ ‘ନୀରଜାନାମ’ର ଟ୍ରେଲର୍ । ଟ୍ରେଲରରେ ସ୍ଥାନ ପାଇଛି ପ୍ରେମ ସହ ବିଛେଦର କାହାଣୀ । ଓଲିଉଡରେ କମାଲ୍ ଦେଖାଇବା ପରେ ଏବେ ଟଲିଉଡରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଏହି ଚକଲେଟ୍ ହିରୋ । ଫିଲ୍ମରେ ସବ୍ୟସାଚୀଙ୍କ ଅପୋଜିଟରେ ଅଛନ୍ତି ଅଭିନେତ୍ରୀ କରୁଣ୍ୟା ଚଉଦ୍ୱାରୀ । ମହାଲକ୍ଷ୍ମୀ ମୁଭିଜ୍ ବ୍ୟାନରେ ନିର୍ମିତ ହେଉଛି ଏହି ଫିଲ୍ମ ‘ନୀରଜାନାମ’।