ଜେଲରେ ସାବିତ୍ରୀ ବ୍ରତ

35

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ମଣ୍ଡଳ କାରାଗାରରେ ସାବିତ୍ରୀ ବ୍ରତ  । ବନ୍ଦୀ ଥିବା ୧୦ ଜଣ ସଧବା ମହିଳା ଜେଲ ପରିସରରେ ଥିବା ହନୁମାନ ମନ୍ଦିରରେ ବ୍ରତ ପାଳନ କରିଛନ୍ତି  । ଏଥିପାଇଁ ଜେଲ ପକ୍ଷରୁ ଓଷାଧାରୀଙ୍କ ପାଇଁ ନୂଆ ଲୁଗା, ପୂଜା ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ପ୍ରତିବର୍ଷ ଜେଲ ପରିସରରେ ଥିବା ବନ୍ଦୀଙ୍କୁ ଏହିଭଳି ସଂସ୍କାର ମୂଳକ କାର୍ଯ୍ୟ ପାଇଁ ସୁଯୋଗ ଦିଆଯାଇଆସୁଛି ।