ବଦଳିଲା ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀ ଉପରେ ଆଧାରିତ ସିନେମାର ନାଁ!

29

ମହାକାଶଚାରୀ ରାକେଶ ଶର୍ମାଙ୍କୁ ନେଇ ନିର୍ମିତ ହେବାକୁ ଯାଉଛି ବଲିଉଡ ସିନେମା । ଯାହାକୁ ନେଇ ପ୍ରସ୍ତୁତ ସରିଛି ସମସ୍ତ ବନ୍ଦୋବସ୍ତ । ତେବେ ଏହି ସିନେମାରେ ମୁଖ୍ୟ ଭୂମିକାରେ ଅମିର ଖାନ ନଜର ଆସିବେ ବୋଲି ଶୁଣାବାକୁ ମିଳିଛି

ବର୍ତ୍ତମାନ ଏହି ସିନେମାର ନାଁକୁ ସାମାନ୍ୟ ପରିବର୍ତ୍ତନ କରା ଯାଇଛି । ପୂର୍ବରୁ ସ୍ଥିର ହୋଇଥିବା ସିନେମାର ନାଁ ‘ସାରେ ଜାହାଁ ସେ ଅଚ୍ଛା’କୁ ପରିବର୍ତ୍ତନ କରାଯାଇ ‘ସଲ୍ୟୁଟ’ ରଖାଯାଇଛି । ତେବେ ୨୦୧୮ରେ ଏହାର ନିର୍ମାଣ କାମ ଆରମ୍ଭ ହେବ ।