ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର

174

“ଶଳାବୁଢା”, “ଆଦିମ ବିଚାର”, “ଝିଲ୍ଲୀ”, ଓ “ପାହାଡର ଲୁହ” ଭଳି ଚଳଚ୍ଚିତ୍ର ନିର୍ମାଣ କରି ସେଥିରେ ଦେଖାଇଛନ୍ତି ଆଦିବାସୀ ଜନଜୀବନର ବ୍ୟଥାକୁ । ଏହା ସହ ପାଇଛନ୍ତି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର । ଚଳିତ ବର୍ଷ “ପାହାଡର ଲୁହ” ପାଇଁ ଜାତୀୟ ପୁରସ୍କାର ପାଇଥିବା ସବ୍ୟସାଚୀ ମହାପାତ୍ର ଏବେ ବିଜୁ ପଟ୍ଟନାୟକଙ୍କ ଜୀବନି କୁ ନେଇ ଏକ ବାୟୋପିକ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି । ତେବେ କଣ ରହିଛି ଏହି ଚଳଚ୍ଚିତ୍ରର ରୁପରେଖ ଏବଂ ଲଗାତାର ଦୁଇ ବର୍ଷ ଧରି ଜାତୀୟ ପୁରସ୍କାର ପାଇବା ପରେ କଣ ରହିଛି ତାଙ୍କର ପ୍ରତିକ୍ରିୟା, ଏନେଇ ଆଜିର ୱାନ ଟୁ ୱାନରେ ଅଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ , ଲେଖକ ତଥା ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ।

ଅଧିକ ତଥ୍ୟ ପାଇଁ ଦେଖନ୍ତୁ :