ଡିସିପି ସତ୍ୟବ୍ରତ ଭୋଇଙ୍କ ସୂଚନା: ଖୋଲିବ ଇଞ୍ଜିନିୟରିଂ ଛାତ୍ର ଋଷି ମହାନ୍ତିଙ୍କ ମୃତ୍ୟୁ ରହସ୍ୟ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଖୋଲିବ ଇଞ୍ଜିନିୟରିଂ ଛାତ୍ର ଋଷି ମହାନ୍ତିଙ୍କ ମୃତ୍ୟୁ ରହସ୍ୟ । ଏହି ଘଟଣାରେ ତଦନ୍ତ ପ୍ରକିୟାକୁ ତ୍ୱରାନ୍ୱିତ କରିଛି କମିଶନରେଟ ପୁଲିସ । ମୃତ୍ୟୁର ତଦନ୍ତ ପାଇଁ ଜୋନ୍-୩ ଏସିପି ତପନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି । ଏହାସହ ରିଷିଙ୍କ ସହ ସମ୍ପର୍କ ଥିବା ସମସ୍ତଙ୍କୁ ପଚରାଉଚରା ହେବ । ଡିସିପି ସତ୍ୟବ୍ରତ ଭୋଇଙ୍କ ପ୍ରତିକ୍ରିୟା ଦେଖନ୍ତୁ ଏହି ଭିଡିଓରେ :