ବିଧାନସଭା ଅଚଳାବସ୍ଥା ପ୍ରସଙ୍ଗ : ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗୃହ ଅଚଳାବସ୍ଥା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରଖିଲେ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ସରକାର ପଳାୟନ ପନ୍ଥୀ, ମୁଖ୍ୟମନ୍ତ୍ରୀ କାପୁରୁଷ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି । ‘ଗୃହ ପରିଚାଳନାରେ ମୁଖ୍ୟମନ୍ତ୍ରୀ ବିଫଳ ’। ବାଚସ୍ପତି ଗୃହ ପରିଚାଳନାରେ ନିରପେକ୍ଷତା ଅବଲମ୍ବନ କରୁ ନାହାଁନ୍ତି । ସରକାରଙ୍କୁ ସୁରକ୍ଷା ଦେଇ ପରମ୍ପରାକୁ ଭଙ୍ଗ କରୁଛନ୍ତି ବାଚସ୍ପତି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ଦେଖନ୍ତୁ ଏହି ଭିଡିଓରେ :