କଟକରେ କିନ୍ନରଙ୍କୁ ଆରପିଏଫଙ୍କ ମାଡ଼ ଅଭିଯୋଗ ! ପ୍ରତିବାଦରେ ଷ୍ଟେସନ ନିକଟ ଆରପିଏଫ୍ ଥାନାରେ ହଙ୍ଗାମା

0

କନକ ବ୍ୟୁରୋ : ମାତିଲେ କିନ୍ନର । କଟକ ରେଳଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କିନ୍ନର । ଜଣେ କିନ୍ନରଙ୍କୁ ଆରପିଏଫ ଯବାନ ମାଡ ମାରିବା ଅଭିଯୋଗ ପରେ ପ୍ରତିବାଦ କରିଛନ୍ତି କିନ୍ନର । ରେଳଷ୍ଟେସନରେ ହୋହାଲ୍ଲା କରିବା ସହ ଆରପିଏଫ ଥାନାକୁ ଘେରିଛନ୍ତି କିନ୍ନର ।

ଦେଖନ୍ତୁ ଏହି ଭିଡ଼ିଓ –

Comments are closed.