ରାଉରକେଲା ଆରଏସପି ଅଧିକାରୀଙ୍କ ଘରୁ ଚୋରି !

26

କନକ ବ୍ୟୁରୋ : ରାଉରକେଲା ଆରଏସପି ଅଧିକାରୀଙ୍କ ଘରୁ ଚୋରି । ନଗଦ ଦଶ ହଜାର ଟଙ୍କା ସହ ୩୦ ଭରି ସୁନାଗ୍ରହଣା ଲୁଟ ହୋଇଛି । ରାଉରକେଲା ସେକ୍ଟର ୭ ଅଂଚଳରେ ଗତକାଲି ରାତିରେ ଘଟିଛି ଏହି ଘଟଣା । ଆରଏସପି ଅଧିକାରୀ ଲମ୍ବୋଧର ମହନ୍ତଙ୍କ ଘରେ ଡ଼କାୟତି କରିଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ପହଂଚି ତନାଘନା କରୁଛି । ଝିଅ ବାହାଘର ପାଇଁ ଘରେ ରଖିଥିବା ରଖିଥିଲେ ସୁନା ଗହଣା ସହ ନଗଦ ରାଶି ଲୁଟି ନେଇଛନ୍ତି ଦୁର୍ବୃତ୍ତ ।