ରାଉରକେଲା : ରୋଗୀ ମୃତ୍ୟୁକୁ ନେଇ ହାଇଟେକ ମେଡିକାଲ କଲେଜରେ ଉତ୍ତେଜନା, ଆଇସିୟୁରେ ରୋଗୀଙ୍କ ସଂପକୀୟଙ୍କ ଭଙ୍ଗାରୁଜା

34

କନକ ବ୍ୟୁରୋ : ରାଉରକେଲା ହାଇଟେକ ମେଡିକାଲରେ ଉତେଜନା । ରୋଗୀ ମୃତ୍ୟୁକୁ ନେଇ ହାଇଟେକ ମେଡିକାଲରେ ଭଙ୍ଗାରୁଜା କରାଯାଇଛି । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମେଡିକାଲରେ ପୁଲିସ ମୁତୟନ ଅଛନ୍ତି । ମୃତ ଚାଷୀ ହେଲେ ଗିରିଜା ପାଲ୍ଲୀ । ହୃଦଘାତ ଯୋଗୁଁ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ ।