ନିଖିଲଙ୍କ ନୂଆ ହିରୋ

41

ସ୍ୱର୍ଗତ ଅଭିନେତା ବିନୋଦ ମେହେରାଙ୍କ ପୁଅ ରୋହନ ମେହେରା ବଲିଉଡ ଡେବୁ୍ୟ କରିବାକୁ ଯାଉଛନ୍ତି  ା ନିର୍ମାତା ନିଖିଲ ଆଡବାଣୀ ରୋହନଙ୍କୁ ପ୍ରଥମ ବ୍ରେକ ଦେବେ । ବର୍ତମାନ ଫିଲ୍ମ ପାଇଁ ସ୍କ୍ରିପ୍ଟ କାମ ଚାଲିଛି । ପ୍ରି ପ୍ରଡକ୍ସନ କାମ ଶେଷ ହେବା ପରେ ହିରୋ ଭାବେ ରୋହନଙ୍କ ନାଁ ଘୋଷଣା କରାଯିବ ବୋଲି ନିଖିଲ ସୂଚନା ଦେଇଛନ୍ତି । ଗତବର୍ଷ ଫିଲ୍ମ ହିରୋ ଜରିଆରେ ଷ୍ଟାର କିଡସ ସୁରଜ ପାଂଚେଞ୍ଚାଲି ଓ ଆଥେୟା ସେଟ୍ଟିଙ୍କୁ ନିଖିଲ ବଲିଉଡରେ ଲଂଚ କରିଥିଲେ ।