ରିଲିଜ ହୋଇଛି ଫିଲ୍ମ “ରକ୍ ଅନ୍ ୨’ର ଟ୍ରେଲର

0

ରିଲିଜ ହୋଇଛି ଅଭିନେତା ଫରହାନ ଅଖତରଙ୍କ ଆଗାମୀ ଫିଲ୍ମ “ରକ୍ ଅନ୍ ୨’ର ଟ୍ରେଲର । ଅଭିନେତା ଫରହାନ ଅଖତର ଟୁଇଟରରେ ଏହି ଟ୍ରେଲରଟିକୁ ସେୟାର କରିଛନ୍ତି । ୨ ମିନିଟ ୨୦ ସେକେଣ୍ଡର ଏହି ଟ୍ରେଲରରେ ଫରହାନ ଅଖତର ଓ ଶ୍ରଦ୍ଧା କପୁରଙ୍କ ଦମଦାର କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଲଭ, ରୋମାନ୍ସ , ଦୋସ୍ତି ଓ ଇମୋସନାଲ କାହାଣୀ ଟ୍ରେଲରରେ ଦର୍ଶାଯାଇଛି । ୨୦୦୮ମସିହାର ଫିଲ୍ମ “ରକ୍ ଅନ୍ରଏହା ସିକ୍ୱେଲ । ଆସନ୍ତା ନଭେମ୍ବର ୧୧ରେ ରିଲିଜ ହେବ ଫିଲ୍ମ “ରକ୍ ଅନ୍ ୨’ । ଦେଖନ୍ତୁ “ରକ୍ ଅନ୍ ୨’ର ଟ୍ରେଲର ଭିଡିଓ :

Comments are closed.