କେନ୍ଦୁଝର : ଆନନ୍ଦପୂର ଗାଁରେ ସଶସ୍ତ୍ର ଡକାୟତି

32

କେନ୍ଦୁଝର:କେନ୍ଦୁଝର ଆନନ୍ଦପୂର ବେଲବାହାଳି ଗାଁରେ ସଶସ୍ତ୍ର ଡକାୟତି । ବ୍ୟବସାୟୀ ଉତ୍ସବ ସାହୁ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍ । ଦୁର୍ବତମାନେ ନଗଦ ୬ ଲକ୍ଷ ଟଙ୍କା ୧୦ ଭରି ସୁନା ଲୁଟିଛନ୍ତି । ଦୁର୍ବତଙ୍କ ଆକ୍ରମଣରେ ପତ୍ନୀ ପ୍ରତିମା ସାହୁ ଗୁୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ୨ଟି ଅଫୁଟା ଗୁଳି ମିଳିଥିବା ବେଳେ ଘଟଣାରେ ୧୦ ଦୁର୍ବତ ସାମିଲ ଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପହଂଚି ପୁଲିସ ତଦନ୍ତ ଜାରି ରଖିଛି ।