ଗରିବ ହେଲେ ମଲ ! ମାଓ ଇଲାକାର ଅସଲ ଚିିତ୍ର . . .

28

କନ୍ଧମାଳ ଗୁମୁଡୁମାହା । ସୁରକ୍ଷାକର୍ମୀଙ୍କ ଗୁଳିକାଣ୍ଡ ପରେ ଏ ଛୋଟିଆ ଦୁର୍ଗମ ଇଲାକା ଆସିଛି ଚର୍ଚ୍ଚାକୁ। ନେତା, ମନ୍ତ୍ରୀଙ୍କ ଭିଡ ଜମୁଛି । ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଗ୍ରାଉଣ୍ଡ ଜିରୋରେ ପହଁଚିବାକୁ ଚେଷ୍ଟା କରୁଛନ୍ତି। କେବେ ଦେଖିଛନ୍ତି ସେ ଦୁର୍ଗମ ଅଂଚଳର ଚିତ୍ର । ସେହିଭଳି ଏକ ପାହାଡି ଇଲାକାରୁ ଆଜି ଏଦୃଶ୍ୟକୁ କଏଦ କରିଛି କନକ ନ୍ୟୁଜ୍ । ଯେଉଁଠି ଏକ ସମାନ୍ତରାଳ ସରକାର ଚାଲେ ମାଓବାଦୀଙ୍କର । ଯାହା ସରକାରଙ୍କ ଘୋଷଣା ରାଜନୀତିର ବାସ୍ତବ ଚିତ୍ରକୁ ପଦାରେ ପକାଇ ଦେଇଛି।