ଢାବା ଭିତରକୁ ମାଡିଗଲା ଟ୍ରକ ! ଭାରସାମ୍ୟ ହରାଇ ଟ୍ରକ ପଶିଯିବାରୁ ଜଳିଗଲା ଢେଙ୍କାନାଳର ମାଉସୀ ଢାବା

25

କନକ ବ୍ୟୁରୋ: ଢାବା ଭିତରକୁ ପଶିଗଲା ଟ୍ରକ । ଢେଙ୍କାନାଳ ପରଜଙ୍ଗ ଥାନା କଙ୍କୁମୁଣ୍ଡା ଛକରେ ଥିବା ମାଉସୀ ଢାବା ଭିତରକୁ ହଠାତ ଏକ ଟ୍ରକ ଢାବା ଭିତରକୁ ପଶିଯାଇଥିଲା । ଫଳରେ ଢାବା ଓ ଟ୍ରକ କିଛି ମାତ୍ରାରେ ଜଳିଯାଇଥିଲା । ଢାବା ଆଗରେ ଥିବା ଲୋକମାନେ ମଡ଼୍ୟ ଅଳ୍ପକେ ବତିଯାଇଥିଲେ  ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହିଥିବାବେଳେ ଲୋକମାନେ ପାଣି ଢାଳି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି ।