ନୟାଗଡ଼: ନିୟନ୍ତ୍ରଣ ହରାଇ ବିଦ୍ୟୁତ ଖୁଂଟରେ ପିଟିହେଲା କାର୍, ୨ ମୃତ

15

କନକ ବ୍ୟୁରୋ: ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ସଁପଡ଼ା ନିକଟରେ ଗତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାହାଘର ଭୋଜି ଖାଇ ଫେରୁଥିବାବେଳେ ନିୟନ୍ତ୍ରଣ ହରାଇ ବିଦ୍ୟୁତ ଖୁଂଟରେ ପିଟି ହୋଇଛି କାର । ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କାରରେ ଥିବା ସମସ୍ତ ଯାତ୍ରୀ ପୁରୀ, ମିଶ୍ର ସାହିର ବୋଲି ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –