ଅନୁଗୁଳ ହୁଲୁରିସିଂଘା ଛକରେ ଦୁର୍ଘଟଣା ! ବସ୍-ବାଇକ୍ ଧକ୍କା, ୩ ଇଂଜିନିୟରିଂ ଛାତ୍ର ମୃତ

20

କନକ ବ୍ୟୁରୋ : ଅନୁଗୁଳ ହୁଲୁରିସିଂଘା ଛକରେ ଦୁର୍ଘଟଣା । ବସ୍ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୩ ଜଣ ଇଞ୍ଜିନିୟରିଂ ଛାତ୍ର ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବସଟି କଟକରୁ ବରଗଡ ଯାଉଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –