ବଡ ଦେଉଳରେ ବଡ ବିଭ୍ରାଟ ସୂଚନା : ଅପରାହ୍ନରେ ଲାଗିଲା ସଂଧ୍ୟାଧୂପ

22

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବଡ ଦେଉଳରେ ବଡ ବିଭ୍ରାଟ । ପୁରୀ ଶ୍ରୀମନ୍ଦିରରେ ଆଜି ପୁଣି ଏକ ବିଭ୍ରାଟ ଘଟିଛି । ଅପରାହ୍ନରୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହୋଇଛି ସଂଧ୍ୟା ଧୂପ । ଆଜି ଅପରାହ୍ନ ୪ଟା ୩୦ରୁ ଆରମ୍ଭ ହେଲା ସଂଧ୍ୟା ଧୂପ । ସାଧାରଣତଃ ରାତି ପ୍ରାୟ ୯ ବେଳେ ସଂଧ୍ୟା ଧୂପ ସରୁଥିବା ବେଳେ ଆଜିର ଏହି ନୀତି କଣ ନୂଆ ପରମ୍ପରା ସୃଷ୍ଟି କରିଛି କି ? ଏଭଳି ଏକ ପ୍ରଶ୍ନ ସୃଷ୍ଟି ହୋଇଛି।