ରିଓ ଅଲିମ୍ପିକ୍ସ : ବ୍ରୋଂଜ ପଦକ ମୁକାବିଲାରେ ଭାରତ ପରାସ୍ତ

46

ରିଓ : ରିଓ ଅଲିମ୍ପିକ୍ସ । ବ୍ରୋଂଜ ପଦକ ମୁକାବିଲାରେ ଭାରତ ପରାସ୍ତ। ରୋହନ ବୋପାନ୍ନା  ଓ ସାନିଆ ମିର୍ଜା ହାରିଲେ। ମିକ୍ସ ଡବଲସରେ ବ୍ରୋଂଜ ଜିତିଲା ଚେକ୍ ରିପବ୍ଲିକ୍।