ରିଓରେ ଭାରତକୁ ମିଳିପାରେ ପଦକ : ନିରାଶ ଭିତରେ ଆଶାର ଝଲକ ସୃଷ୍ଟି କଲେ ସାଇନା

24

କନକ ବ୍ୟୁରୋ : ନିରାଶ ଭିତରେ ଆଶାର ଝଲକ । ରିଓରେ ଭାରତକୁ ମିଳିପାରେ ପଦକ । ଏଭଳି ଏକ ଆଶା ସୃଷ୍ଟି କରିଛନ୍ତି ବ୍ୟାଡମିଂଟନ କୁଇନ ସାଇନା ନେହୱାଲ । ୨୧-୧୭, ୨୧-୧୭ ସିଧା ସଲଖ ସେଟରେ ନିଜ ବ୍ରାଜିଲ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି ସାଇନା ।

ସେହିପରି ବ୍ୟାଡମିଂଟନର ଅନ୍ୟ ଏକ ମ୍ୟାଚରେ ପିଭି ସିନ୍ଧୁ ମଧ୍ୟ ନିଜ ପ୍ରତିପକ୍ଷକୁ ହରାଇ ପରବର୍ତୀ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି ।