ରିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଟିମ୍ ଘୋଷିତ : ଓଡିଶାରୁ ସ୍ଥାନ ପାଇଲେ ଚାରି ଖେଳାଳୀ

16

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଟିମ୍ ଘୋଷିତ । ଓଡିଶାରୁ ସ୍ଥାନ ପାଇଲେ ୪ ଖେଳାଳୀ । ଦୀପଗ୍ରେସ୍ ଏକ୍କା , ନମିତା ଟପ୍ପୋ , ସୁନୀତା ଲାକ୍ରା , ଓ ଲିଳିମା ମିଂଜ୍ ସାମିଲ ।