ରିଓ ଅଲିମ୍ପିକ୍ସ : ଭାରତକୁ ଡବଲ ଝଟକା

27

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସ । ଭାରତକୁ ଡବଲ ଝଟକା । ୧୦ ମିଟର ଏୟାର ରାଇଫଲରେ ବିନ୍ଦ୍ରା ଚତୁର୍ଥ। ପୁରୁଷ ହକିରେ ଜର୍ମାନୀ ଠାରୁ ୨-୧ରେ ହାରିଲା ଭାରତ।