ରିଓ ଅଲିମ୍ପିକ୍ସ : ପୁରୁଷ ହକିରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

30

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସ ହକିରେ ଭାରତର ବିଜୟ । ଆର୍ଜେଣ୍ଟିନାକୁ ୨-୧ ଗୋଲରେ ହରାଇଲା ଭାରତୀୟ ପୁରୁଷ ହକି ଦଳ ।