ରିଓ ଅଲିମ୍ପିକ୍ସ : ତୀରନ୍ଦାଜୀରେ ଭାରତୀୟ ମହିଳା ଟିମର ବିଜୟ

17

ରିଓ ଅଲିମ୍ପିକ୍ସ । ତୀରନ୍ଦାଜୀରେ ଭାରତୀୟ ମହିଳା ଟିମର ବିଜୟ । କଲମ୍ବିଆକୁ ୫-୩ରେ ହରାଇଲା ଭାରତୀୟ ଦଳ । କ୍ୱାଟର ଫାଇନାଲରେ ପହଂଚିଲା ଭାରତୀୟ ଦଳ ।