ମାଓ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ! ପୁଲିସ ଡିଜି, ଆଇ.ଜି ଅପରେସନ ଓ ଗୁଇନ୍ଦା ବିଭାଗ ନିର୍ଦେଶକ ସାମିଲ

31

କନକ ବ୍ୟୁରୋ : ପୁଲିସକୁ ଘାରିଛି ରାଜ୍ୟରେ ମାଓ ମୁକାବିଲା ଚିନ୍ତା । କିଭଳି ମାଓବାଦୀଙ୍କ ଦମନଲିଳାକୁ ପ୍ରତିହତ କରାଯାଇ ପାରିବେ ସେନେଇ ହୋଇଛି ମାଓ ମୁକାବିଲା ବୈଠକ । ଡିଜି କ୍ୟାମ୍ପରେ ବସିବାକୁ ଥିବା ବୈଠକରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

ଏଥିପାଇଁ ସିଆରପିଏଫ ସେଂଟ୍ରାଲ ଜୋନର ସ୍ପେଶାଲ ଡିଜି କୁଲଦୀପ୍ ସିଂହ, ଓଡିଶା ସେକ୍ଟର ଆଇଜି କେ.କେ ଶର୍ମା, ପୁଲିସ ଡିଜି କେ.ବି ସିଂହ, ଅପରେସନ ଆଇଜି ଆର.ପି କୋଚେ, ଗୁଇନ୍ଦା ବିଭାଗ ନିର୍ଦେଶକ ସୁନୀଲ ରାୟ ଉପସ୍ଥିତ ରହିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-