ଭୁବନେଶ୍ୱର : ଆମ ଓଡିଶା ଅଫିସରେ ୬୮ ତମ ସାଧାରଣତନ୍ତ୍ର ଦିବସ ପାଳିତ

70

କନକ ବ୍ୟୁରୋ : ଆମ ଓଡିଶା ଅଫିସରେ ୬୮ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପତକା ଉତ୍ତୋଳନ କରିଛନ୍ତି । ଭାଷା ଆନ୍ଦୋଳନ ଓ ରକ୍ତଦାନ ପରେ ମତଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ । ରକ୍ତଦାନ ଓ ଭାଷା ଆନ୍ଦୋଳନ ରେ ଆମ ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଏବେ ମତଦାନ ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ଆମ ଓଡିଶା ଅଧ୍ୟକ୍ଷ କହିଛନ୍ତି ।