ପ୍ରଶାସନ ଓ କମ୍ପାନୀର ବୁଢିଆଣୀ ଜାଲରେ ପ୍ରତାରିତ ୫ଶହ ଜମିହରା

30

ଢେଙ୍କାନାଳ : କମ୍ପାନୀ ପ୍ରତାରଣାର ଶିକାର ହୋଇଥିବା କ୍ଷତିଗ୍ରସ୍ତ ଜମିହରା ଏବେ ପ୍ରଶାସନର ପ୍ରତାରଣା ଜାଲରେ ଛନ୍ଦି ହୋଇଯାଇଛନ୍ତି । ଚାକିର ହରାଇ ୫୦୦ ଜମିହରା ଏବେ ଦାଣ୍ଡରେ । ନା ମିଳୁଛି କ୍ଷତିପୂରଣ ନା କମ୍ପାନୀ ନେଇଥିବା ଜମି । ଏଭଳି ଦୁଃଖ ହେଉଛି ଢେଙ୍କାନାଳ ରିଲାଏନସ୍ ପଲିଷ୍ଟର କମ୍ପାନୀଙ୍କ ଜମି ଦେଇଥିବା କ୍ଷତିଗ୍ରସ୍ତଙ୍କର । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :