ରିଲିଜ ହୋଇଛି ମଂଜରୀ ମୁଭିର ସପ୍ତମ ଅବଦାନ “ଛାତି ତଳେ ଡିଂ ଡଂଗ୍ ‘ର ଦ୍ୱିତୀୟ ଟ୍ରାକ୍ “ଆଖିରେ ହାଣି ଦେଲୁ ତୁ’ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦେଶନାରେ ଏହି ଗୀତଟି ଖୁବ୍ ମନଛୁଅାଁ ହୋଇଛି । ଗୀତଟିକୁ ଲେଖିଛନ୍ତି ବାପୁ ଗୋସ୍ୱାମୀ , ଏବଂ ଗାଇଛନ୍ତି ସଂଗ୍ରାମ ଓ ଇରା ମହାନ୍ତି । ଇତିି ମଧ୍ୟରେ ଫିଲ୍ମଟିର ୧୨ ଦିନର ସୁଟିଂ ଶେଷ ହୋଇଛି । ପୂଜା ବଜାରରେ ଏହି ଫିଲ୍ମଟି ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।
“ଆଖିରେ ହାଣି ଦେଲୁ ତୁ’ ଟ୍ରାକ୍ ଶୁଣନ୍ତୁ ଏହି ଭିଡିଓରେ :