ଏମିତି ଫିଲ୍ମ ଯେଉଁଥିରେ ସେକ୍ସ ଦୃଶ୍ୟ ଥିଲା ଅସଲି

2,451

loବିଶ୍ୱର ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଏମିତି ଦେଶ ଅଛି ଯେଉଁଠି ସେକ୍ସକୁ ଅସଲିରେ ସୁଟ୍ କରାଯାଇଥାଏ ଏବଂ ଆମକୁ ଲାଗେ ଏ ସବୁ ଏମିତି ଦେଖାଇବା ପାଇଁ ହୋଇଥାଏ । ବିଶ୍ୱାସ ହୁଏନି ଆମକୁ । କିନ୍ତୁ ଏହା ସତ ଯେ ସତରେ ଏମିତି ଖୁଲମଖୁଲା ସେକ୍ସ ହୁଏ ଫିଲ୍ମ ଦୃଶ୍ୟରେ ।

ଆପଣକୁ ଏମିତି କିଛି ଫିଲ୍ମ ବିଷୟରେ ଜଣାଉଛି ଯେଉଁଥିରେ ସତରେ ସେକ୍ସ କାମ ହୋଇଥିଲା । ଏଥିରୁ କିଛି ଫିଲ୍ମ ବ୍ୟାନ ହୋଇ ରିଲିଜ ମଧ୍ୟ ହୋଇନାହିଁ ।

ଫିଲ୍ମ ‘ଲଭ୍’ : ଫ୍ରେଂଚ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୦୧୫ରେ ଫିଲ୍ମ ଲଭ ନାମରେ ଏକ ଫିଲ୍ମ ହୋଇଥିଲା । ଏଥିରେ ଯେତେ ଲଭ ଦୃଶ୍ୟ ଥିଲା ସବୁ ଅସଲି ଥିଲା । କଳାକାରମାନେ ସତରେ ଏହି ଫିଲ୍ମ ପରସ୍ପର ସହ ସେକ୍ସ କରିଥିଲେ ।
dhortଫିଲ୍ମ ‘ସର୍ଟବସ୍ ’ : ହଲିଉଡର ଆମେରିକାନ ଫିଲ୍ମ ‘ସର୍ଟବସ୍ ’ô ଥିଲା ଏକ ରୋମାଂଟିକ୍ କମେଡି ସେକ୍ସ ଫିଲ୍ମ । ଏଥିରେ ଯେତେ ସେକ୍ସ ଦୃଶ୍ୟ ଥିଲା ସବୁ ଥିଲା ସତ ।
ଫିଲ୍ମ ‘ଇନ ଦ ରେଲ୍ମ ଅଫ୍ ସେଂସେଜ’ : ଏହି ଜାପାନୀ ଫିଲ୍ମରେ କାହାଣୀ ଆଧାରିତ ଥିଲା ଜଣେ ଜଣେ ସାଇକୋ କିଲର ମହିଳା ଉପରେ । ଯିଏ ନିଜର ସେକ୍ସ ପାର୍ଟନରକୁ ସେକ୍ସ ପରେ ମାରିଦେଉଥିଲା ।
scaଫିଲ୍ମ ‘ସ୍କାରଲେଟ ଦିଭା’ : ଇଟାଲୀର ପ୍ରସିଦ୍ଧ ଅଭିନେତ୍ରୀ ଓ ଫିଲ୍ମ ମେକର ଆସିୟା ଅର୍ଜିତୋଙ୍କ ଜୀବନୀ ଉପରେ ତିଆରି ଫିଲ୍ମ‘ ସ୍କାରଲେଟ ଦିଭା’ର ସବୁ ଭଲ ଦୃଶ୍ୟ ଅସଲି ଥିଲା ।

ganduଫିଲ୍ମ ‘ଛତ୍ରକ’ : ଭାରତର ବେଙ୍ଗଲୀ ଫିଲ୍ମ ‘ ଛତ୍ରକ’ ରେ ମୁଖ୍ୟ ଅଭିନେତା ଅନୁବ୍ରତ ବାସୁ ସତରେ ପାଓଲୀଙ୍କ ସହ ଓରାଲ ସେକ୍ସ କରିଥିଲେ । ଏହି ଫିଲ୍ମଟି ଖୁବ୍ କଂଟ୍ରୋଭର୍ସିରେ ଥିଲା ।
ଫିଲ୍ମ ‘ଗାଣ୍ଡୁ’ : ୨୦୧୦ରେ ନିର୍ମିତ ଫିଲ୍ମ ‘ ଗାଣ୍ଡୁ’ ରେ ସେକ୍ସ କାରଣରୁ ରିକିଜ ହୋଇପାରିନଥିଲା । ଅନୁବ୍ରତ ବାସୁ ଏହି ଫିଲ୍ମରେ ଗାଣ୍ଡୁ’ ଚରିତ୍ରରେ ନଜର ଆସିଥିଲେ ।