ମୁଁ ଇସ୍ତଫା ଦେଲି କାହିଁକି !

37

କନକ ବ୍ୟୁରୋ: କାହିଁକି ଇସ୍ତଫା ଦେଲେ ମନ୍ତ୍ରୀ । ଇସ୍ତଫା ଦେବା ପାଇଁ ଚାପ ପଡିଲା ନା ସ୍ୱେଚ୍ଛାକୃତ ଭାବେ ଦେଲେ । ବିଜେଡି ସୁପ୍ରିମୋ କହୁଛନ୍ତି, ମନ୍ତ୍ରୀ ମାନେ ନିଜ ଇଛାରେ ଇସ୍ତଫା ଦେଇଛନ୍ତି ଏବଂ ସଂଗଠନ ସମ୍ଭାଳିବାକୁ ନିଜ ଆଡୁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଇସ୍ତଫା ଦେବା ପରେ କିଛି ମନ୍ତ୍ରୀଙ୍କ ପ୍ରତିକ୍ରିୟା ଭିନ୍ନ କଥା କହୁଛି । ପଂଚାୟତ ନିର୍ବାଚନରେ କିଛି ମନ୍ତ୍ରୀ ସେମାନଙ୍କ ଦାୟିତ୍ୱ ଠିକ୍ ଭାବେ ତୁଲାଇଥିଲେ ମଧ୍ୟ ସେମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ଏପରିକି କିଛି ମନ୍ତ୍ରୀଙ୍କ ମଧ୍ୟରେ ନିରାଶ ଭାବ ମଧ୍ୟ ଦେଖିବାକୁ ମିଳିଛି ।

ଦେଖନ୍ତୁ ଏହି ଭିଡିଓ –