ଜୟପୁର ଜଳ ବିଦ୍ୟୁତ ଯୋଗାଣ ଅଫିସ ଆଗରେ ଉତେଜନା : ଚାଷୀ ପୁଲିସ ମୁହାଁମୁହିଁ

37

କନକ ବ୍ୟୁରୋ : ଜୟପୁରରେ ଚାଷୀ-ପୁଲିସ ମହାଁମୁହିଁ । ଜଳ ବିଦ୍ୟୁତ ଯୋଗାଣ ଅଫିସ ଘେରାଉ ବେଳେ ଚାଷୀ ପୁଲିସ ମୁହାଁମୁହିଁ ହୋଇଛନ୍ତି । ଫଳରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଚାଷ ଜମିକୁ ଜଳ ଯୋଗାଣ ଦାବିରେ କୋଟପାଡ ବିଧାୟକଙ୍କ ନେତୃତ୍ୱରେ ଆନ୍ଦୋଳନ କରୁଥିଲେ ଚାଷୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ :