ଭୁବନେଶ୍ୱର: ଆରବିଆଇର ନୋଟିସକୁ ନେଇ ଲୋକଙ୍କ ମଧ୍ୟରେ ଉତେଜନା

30

କନକ ବ୍ୟୁରୋ : ଭୁବନେଶ୍ୱର ଆରବିଆଇ ସମ୍ମୁଖରେ ଗ୍ରାହକଙ୍କ ଧାରଣା । ଆରବିଆଇରେ ଲାଗିଥିବା ଏକ ନୋଟିସକୁ ନେଇ ଲୋକଙ୍କ ମଧ୍ୟରେ ଉତେଜନା ଦେଖାଦେଇଛନ୍ତି । ପୁରୁଣା ଟଙ୍କା ବଦଳ ସମୟ ସୀମା ସରିଛି, ଆଉ ଅଚଳ ନୋଟ ବଦଳ କରାଯାଇପାରିବ ନାହିଁ ବୋଲି ନୋଟିସରେ ଉଲ୍ଲେଖ ରହିଛି । ଏହା ସହ ଡିସେମ୍ବର ୩୧ ସୁଦ୍ଧା ନୋଟ ବଦଳର ସମୟ ସୀମା ଧାର୍ଯ୍ୟ ଥିଲା ବୋଲି ଲେଖା ହୋଇଛି ନୋଟିସରେ । ଏହାକୁ ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଗ୍ରାହକ ମାନେ ବ୍ୟାଙ୍କ ଆଗରେ ଧାରଣା ଦେଇଛନ୍ତି ।