କନ୍ଧମାଳ ଏନକାଉଂଟରକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ରାୟଗଡା ଆଦିବାସୀ ଯୁବ ସମାଜ

24

ରାୟଗଡା : କନ୍ଧମାଳ ଏନକାଉଂଟରକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ରାୟଗଡା ଆଦିବାସୀ ଯୁବ ସମାଜ । ଆଦିବାସୀଙ୍କୁ ନକ୍ସଲ ନାଁରେ ହତ୍ୟା କରାଯାଉଥିବା ଅଭିଯୋଗ କରିଛି ଆଦିବାସୀ ଯୁବ ସମାଜ। ଏହାକୁ ନେଇ ରାୟଗଡାରେ ୬ ଘଂଟିଆ ବନ୍ଦ ପାଳନ କରାଯାଉଛି। ଯାହାର ପ୍ରଭାବରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି।