ଅନ୍ଧ ବିଶ୍ୱାସର ଅନ୍ଧଗଳି : ପେଟ ରୋଗ ଭଲ ହେବା ପାଇଁ ୫ଜଣ ଶିଶୁଙ୍କୁ ଚେଙ୍କ ଚିକିତ୍ସା

32

ରାୟଗଡା : ଅନ୍ଧ ବିଶ୍ୱାସର ଅନ୍ଧଗଳି । ପେଟ ରୋଗ ଭଲ ହେବା ପାଇଁ ଏକାସଙ୍ଗେ ୫ଜଣ ଶିଶୁଙ୍କୁ ଦିଆଯାଇଛି ଚେଙ୍କ । ଏହି ଘଟଣା ଦେଖିବାକୁ ମଳିଛି ରାୟଗଡା ଜିଲ୍ଲା ରାମଚନ୍ଦ୍ରପୁରରେ । ତେବେ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏମାନଙ୍କୁ ରାୟଗଡା ଚିକିତ୍ସାଳୟରେ ଭର୍ତି କରାଯାଇଛି । ଚେଙ୍କ ଦିଆଯାଇଥିବା ଶିଶୁଙ୍କ ବୟସ ପାଖାପାଖି ୨ରୁ ୩ବର୍ଷ ମଧ୍ୟରେ ରହିଛି।