ଶିଳ୍ପପାଇଁ ଚାରି ବିଧାୟକ ଲାଂଚ ମାଗିବା ଘଟଣା : ରବି ଶର୍ମାଙ୍କ ଘରେ ଲାଗିଲା ଭିଜିଲାନ୍ସ ନୋଟିସ୍

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପପାଇଁ ଚାରି ବିଧାୟକ ଲାଂଚ ମାଗି ଧରାପଡିବା ଘଟଣାରେ , ପୁଣି ରବି ଶର୍ମାଙ୍କ ଘରେ ଲାଗିଲା ଭିଜିଲାନ୍ସ ନୋଟିସ୍ । ଚତୁର୍ଥ ଥର ପାଇଁ ଭିଜିଲାନ୍ସ ଲଗାଇଲା ନୋଟିସ୍ । ଲିକିଂ ଡଟ୍ ଇନର ସଦସ୍ୟ ହେଉଛନ୍ତି ରବି ଶର୍ମା । ସୋମବାର ସୁଦ୍ଧା ହାଜର ହେବାକୁ ନୋଟିସ୍ ଜାରି କରିଛି ଭିଜିଲାନ୍ସ ।