ପଡିକାର୍ଡ ଦାବି ନେଇ ମାଲକାନଗିରିରେ ମହିଳା ହିତାଧିକାରୀଙ୍କ ହଙ୍ଗାମା

0

ମାଲକାନଗିରିରେ : ମାଲକାନଗିରି ପଡିକାର୍ଡ ଦାବି ନେଇ ମହିଳା ହିତାଧିକାରୀଙ୍କ ହଙ୍ଗାମା । କାଲିମେଳା ବ୍ଲକ ଲୁଗେଲ ପଂଚାୟତର ହଜାର ହଜାର ହିତାଧିକାରୀ ରାଶନ କାର୍ଡ ନପାଇ ଥିବାରୁ ପଂଚାୟତ ଅଧିକାରୀ ଓ ଜିଆରଏସକୁ  ତାଲା ପକାଇଥିଲେ । ୩୦୦ରୁ ଅଧିକ ମହିଳାଙ୍କ ନାଁ ତାଲିକାରୁ ବାତିଲ ହୋଇଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କାଲିମେଳା ଏମଆଇ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ବୁଝାସୁଝା କରିଥିଲେ । ପ୍ରତିଶ୍ରୁତି ପାଇବା ପରେ ପ୍ରାୟ ୪ ଘଂଟା ପରେ ଅଧିକାରୀଙ୍କୁ ମହିଳାମାନେ ମୁକ୍ତ କରିଥିଲେ ।

Comments are closed.