ଭାବବିହ୍ୱଳ ହୋଇ ରଥାରୁଢ଼ ଠାକୁରଙ୍କୁ ଚାହିଁଛନ୍ତି ଭକ୍ତ : କେତେବେଳେ ଦର୍ଶନ ଦେବେ ମହାପ୍ରଭୁ ?

67

ପବିତ୍ର ରଥଯାତ୍ରା ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି


ପହଣ୍ଡିରେ ବଳଭଦ୍ର, ଦିବ୍ୟ ଟାହିଆ ସୁଶୋଭିତ ହୋଇ ଭକ୍ତଙ୍କ ଗହଳରେ ଝୁଲିଝୁଲି ଆସିଲେ ବଡ଼ଠାକୁର ଶ୍ରୀ ବଳଦେବ

ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ , ଶୂନ୍ୟ ପହଁଣ୍ଡିରେ ଆସିଲେ ଦେବୀ ସୁଭଦ୍ରା

 

ପହଣ୍ଡିରେ ଜଗନ୍ନାଥ

ରଥ ସାମ୍ନାରେ ଶିବ ବେଶଧାରୀ ଭକ୍ତ

ରଥ ନିକଟରେ କଳାକୃତିର ପ୍ରଦର୍ଶନ

ଭକ୍ତି ଆଉ ଭାବର ଠାକୁର ଆଗରେ ଭକ୍ତିଭରା ସମର୍ପଣ ଭାବ

ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ପୁଲିସ ଡିଜି

ରଥ ପ୍ରସ୍ତୁତ ଆଉ ଭକ୍ତ ବି ପ୍ରସ୍ତୁତ । ଭଗବାନଙ୍କୁ ଦେଖିବା ପାଇଁ ଅତି ଆବେଗରେ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ ।

ରଥଯାତ୍ରା ଉପଲକ୍ଷେ ଭଜନ କୀର୍ତ୍ତନରେ କମ୍ପମାନ ହେଉଛି ବଡ଼ଦାଣ୍ଡ । ଭାବବିହ୍ୱଳ ହୋଇ ନାଚୁଛନ୍ତି ଭକ୍ତ