ରଥଯାତ୍ରା ପାଇଁ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ : ରଥାରୁଢ଼଼ ଠାକୁରଙ୍କୁ ଦେଖିବା ପାଇଁ ସମସ୍ତେ ଅପେକ୍ଷାରେ . .

43

ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ରତ୍ନ ସିଂହାସନ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ତିନି ଠାକୁର rathajatra

ବଡ଼ଦାଣ୍ଡରେ ପୁରୀ ଭୋଗର ସମ୍ଭାର ।

 

ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଜନସମୁଦ୍ର । ଦେଶ ବିଦେଶରୁ ଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ ।

ଭକ୍ତିରେ ବନ୍ଧା ଠାକୁର । ମହାପ୍ରଭୁୁଙ୍କ ଭକ୍ତିରେ ଗଦଗଦ୍ ଶ୍ରଦ୍ଧାଳୁ ।

ଆଜି ରଥାରୁଢ଼଼ ତିନି ଠାକୁରଙ୍କ ଦର୍ଶନ ପାଇବେ ଲକ୍ଷ ଲକ୍ଷ ଭକ୍ତ । ନୃତ୍ୟଗୀତରେ ମସଗୁଲ ନର୍ତ୍ତକୀ ।

ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା ।

ରଥଯାତ୍ରାରେ ଶିବ ବେଶରେ ସଜେଇ ହୋଇଛନ୍ତି ଭକ୍ତ । ରଥାରୁଢ଼଼ ତିନି ଠାକୁରଙ୍କୁ ଦେଖିବା ପାଇଁ ଏବେ ଠାରୁ ବ୍ୟଗ୍ର ।

ଭଗବାନଙ୍କ ପ୍ରେମରେ ପାଗଳ ହୋଇ ବଡ଼ଦାଣ୍ଡରେ ଚାଲିଛି ଉଦଣ୍ଡ କୀର୍ତ୍ତନ ।

ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ।

ଉଡ଼ୁଛି ପତିତପାବନ ବାନା