ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବିିଶ୍ୱ ନିୟନ୍ତାଙ୍କ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରା ପାଇଁ ଚଳଚଂଚଳ ହୋଇଉଠିଛି ପୁରୀ ବଡଦାଣ୍ଡ । ଭକ୍ତ ଓ ଭଗବାନ ଆଜି ଏକାକାର ହୋଇଛନ୍ତି । ସଠିକ୍ ସମୟରେ ଶ୍ରୀଜିଉଙ୍କ ରୀତିନୀତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଛି । ଅଧିକ ତଥ୍ୟ ପାଇଁ ଦେଖିବା ଏହି ଭିଡିଓ :